ଅର୍ଥନୈତିକ ସର୍ଭେ ରିପୋର୍ଟ, ଓଡିଶା
प्रति व्यक्ति आय के मामले में ओडिशा 15वें स्थान पर है
नई दिल्ली, 15/12: देश में प्रति व्यक्ति आय 2019-20 की तुलना में 41 प्रतिशत बढ़कर 2023-24 में 2,11,725 रुपये तक पहुंच गई। इससे विभिन्न राज्यों में प्रति व्यक्ति आय भी बढ़ी है. कुछ राज्यों ने इस क्षेत्र में शानदार प्रदर्शन किया है. प्रति व्यक्ति आय वृद्धि के मामले में छोटा सा राज्य सिक्किम सभी राज्यों से पिछड़ गया है। इसकी प्रति व्यक्ति आय 7 लाख 7 हजार 181 रुपये है. सूची में दूसरे स्थान पर मौजूद तेलंगाना की प्रति व्यक्ति आय सिक्किम (3,93,385 रुपये) से लगभग आधी है। प्रति व्यक्ति आय 1,83,767 रुपये के साथ ओडिशा 15वें स्थान पर है। राज्य की प्रति व्यक्ति आय राष्ट्रीय औसत से कम है। बिहार में प्रति व्यक्ति आय सबसे कम 66828 रुपये है। वित्त मंत्रालय के आंकड़ों के मुताबिक, प्रति व्यक्ति आय के मामले में शीर्ष पांच राज्य सिक्किम, तेलंगाना, कर्नाटक (3,68,085 रुपये), हरियाणा (3,61,993 रुपये) और तमिलनाडु (3,53,483 रुपये) हैं।शीर्ष 10 राज्यों में उनके पीछे महाराष्ट्र (3,18560 रुपये), केरल (377,723 रुपये), उत्तराखंड (3,95,791 रुपये), हिमाचल प्रदेश (276,943 रुपये) और आंध्र प्रदेश (270,295 रुपये) हैं।
देश के 11 राज्यों की प्रति व्यक्ति आय राष्ट्रीय औसत से अधिक है। असम, त्रिपुरा, राजस्थान, ओडिशा, पश्चिम बंगाल,
हालाँकि, प्रति व्यक्ति आय के मामले में, छत्तीसगढ़, मध्य प्रदेश, मेघालय, झारखंड, उत्तर प्रदेश और बिहार की प्रति व्यक्ति आय राष्ट्रीय औसत से कम है। अंतर्राष्ट्रीय मुद्रा कोष के अनुमान के अनुसार, अक्टूबर 2024 तक भारत प्रति व्यक्ति आय के मामले में 142वें और क्रय शक्ति समानता के मामले में 125वें स्थान पर है। पिछले अक्टूबर में वित्त मंत्री निर्मला सीतारमण ने कहा था कि भारत को प्रति व्यक्ति आय 2,370 डॉलर तक पहुंचने में 75 साल लग गए। लेकिन इसे $2,000 तक बढ़ने में केवल 5 साल लगे। उन्हें आशा है कि अगले पांच साल में देश की प्रति व्यक्ति आय दोगुनी हो जायेगी.
-------------------
-----------------------------------------------------------------------------------------------..........................l
ମୁଣ୍ଡପିଛା ଆୟରେ ଓଡ଼ିଶା ସ୍ଥାନ ୧୫
ନୂଆଦିଲ୍ଲୀ, ୧୫/୧୨: ଦେଶରେ ମୁଣ୍ଡପିଛା ଆୟ ୨୦୧୯-୨୦ ତୁଳନାରେ ୪୧ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ରେ ୨,୧୧,୭୨୫ ଟଙ୍କା ହୋଇଛି। ଏହାର ପ୍ରଭାବରେ ବିଭିନ୍ନ ରାଜ୍ୟରେ ମୁଣ୍ଡପିଛା ଆୟ ମଧ୍ୟ ବଢ଼ିଛି। କିଛି ରାଜ୍ୟ ଏକ୍ଷେତ୍ରରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁଣ୍ଡପିଛା ଆୟ ବଢ଼ାଇବାରେ ସବୁ ରାଜ୍ୟକୁ ପଛରେ ପକାଇ ଦେଇଛି ଛୋଟ ରାଜ୍ୟ ସିକିମ୍। ତାହାର ମୁଣ୍ଡପିଛା ଆୟ ୭ ଲକ୍ଷ ୭ ହଜାର ୧୮୧ ଟଙ୍କା ରହିଛି। ତାଲିକାର ଦ୍ୱିତୀୟ ସ୍ଥାନରେ ଥିବା ତେଲେଙ୍ଗାନାରେ ମୁଣ୍ଡପିଛା ଆୟ ସିକିମ୍ ତୁଳନାରେ ପାଖାପାଖି ଅଧା (୩,୯୩,୩୮୫ ଟଙ୍କା) କମ୍। ମୁଣ୍ଡପିଛା ଆୟ କ୍ଷେତ୍ରରେ ୧,୮୩,୭୬୭ ଟଙ୍କା ସହ ଓଡ଼ିଶା ୧୫ତମ ସ୍ଥାନରେ ରହିଛି। ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ କମ୍ ରହିଛି । ବିହାରରରେ ମୁଣ୍ଡପିଛା ଆୟ ସର୍ବନିମ୍ନ ୬୬୮୨୮ଟଙ୍କା ରହିଛି। ଅର୍ଥ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ମୁଣ୍ଡପିଛା ଆୟ କ୍ଷେତ୍ରରେ ପ୍ରଥମ ପାଞ୍ଚଟି ସ୍ଥାନରେ ରହିଛନ୍ତି ସିକିମ୍, ତେଲେଙ୍ଗାନା, କର୍ଣ୍ଣାଟକ (୩,୬୮,୦୮୫ ଟଙ୍କା), ହରିୟାଣା (୩,୬୧,୯୯୩ ଟଙ୍କା) ଓ ତାମିଲନାଡୁ (୩,୫୩,୪୮୩ ଟଙ୍କା)। ଶ୍ରେଷ୍ଠ ୧୦ଟି ରାଜ୍ୟ ଭିତରେ ଏମାନଙ୍କ ପଛକୁ ରହିଛନ୍ତି ମହାରାଷ୍ଟ୍ର (୩, ୧୮୫୬୦ ଟଙ୍କା), କେରଳ (୩୧୭,୭୨୩ ଟଙ୍କା), ଉତ୍ତରାଖଣ୍ଡ (୩,୯୫,୭୯୧ ଟଙ୍କା), ହିମାଚଳ ପ୍ରଦେଶ (୨୭୬,୯୪୩ ଟଙ୍କା) ଓ ଆନ୍ଧ୍ରପ୍ରଦେଶ (୨୭୦୨୯୫ ଟଙ୍କା)।
ଦେଶର ୧୧ଟି ରାଜ୍ୟର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ ଅଧିକ ରହିଛି। ଆସାମ, ତ୍ରିପୁରା, ରାଜସ୍ଥାନ, ଓଡ଼ିଶା, ପଶ୍ଚିମବଙ୍ଗ,
ସୁଦ୍ଧା ମୁଣ୍ଡପିଛା ଆୟ କ୍ଷେତ୍ରରେ ଛତିଶଗଡ଼, ମଧ୍ୟପ୍ରଦେଶ, ମେଘାଳୟ, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଓ ବିହାରର ମୁଣ୍ଡପିଛା ଆୟ ଜାତୀୟ ହାରଠାରୁ କମ୍ ରହିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଆକଳନ ଅନୁସାରେ ୨୦୨୪ ଅକ୍ଟୋବର ସୁଦ୍ଧା ମୁଣ୍ଡ ପିଛା ଆୟ କ୍ଷେତ୍ରରେ ଭାରତର ସ୍ଥାନ ୧୪୨ ରହିଛି ା କ୍ରୟ ଶକ୍ତି ସମାନତା ଅନୁସାରେ ଏହା ୧୨୫ତମ ସ୍ଥାନରେ ରହିଛି। ଗତ ଅକ୍ଟୋବରରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ମୁଣ୍ଡପିଛା ଆୟ ୨୩୭୦ ଡଲାରରେ ପହଞ୍ଚିବାକୁ ଭାରତକୁ ୭୫ ବର୍ଷ ସମୟ ଲାଗିଥିଲା। କିନ୍ତୁ ତାହା ଆଉ ୨୦୦୦ ଡଲାର ବଢ଼ିବା ଲାଗି ମାତ୍ର ୫ ବର୍ଷ ସମୟ ଲାଗିଛି। ଆସନ୍ତା ପାଞ୍ଚ ବର୍ଷ ଭିତରେ ଦେଶର ମୁଣ୍ଡପିଛା ଆୟ ଦ୍ବିଗୁଣିତ ହେବ ବୋଲି ସେ ଆଶାବାଦୀ ରହିଛନ୍ତି।
2023-24 के लिए ओडिशा आर्थिक सर्वेक्षण रिपोर्ट,ओडिशा में 9 लाख बेरोजगार
Comments
Post a Comment