Swami Laxmanananda Saraswati


स्वामी लक्ष्मणानंद हत्याकांड की सीबीआई जांच की मांग भुवनेश्वर

भुवनेश्वर, 15.12: स्वामी लक्ष्मणानंद सरस्वती की हत्या की सीबीआई जांच और दारा सिंह को जेल से रिहा करने की मांग को लेकर 1 फरवरी को भुवनेश्वर चल बुलाया गया है.

गौरतलब है कि पिछले 24 अगस्त को सनातनियों के 12 घंटे के आंदोलन के बाद आखिरकार मुख्यमंत्री ने आश्बासना  दिया था  वह लक्ष्मणानंद की हत्या की सीबीआई जांच के लिए केंद्र सरकार से सिफारिश करेंगे. लेकिन सरकार की ओर से कोई कार्रवाई नहीं होने से इं देबाशिष होता भुवनेश्‍वर ने पुकारा।  होता ने कहा कि हिंदू नेता दारा सिंह 1999 में केन्दुझऱ जिले के मनोहरपुर में ग्राहम की हत्या के साजिशकर्ता होने के आरोप में केन्दुझऱ  जेल में 25 साल की सजा काट रहे हैं। 2008 में स्वामी लक्ष्मणानंद की हत्या के साजिशकर्ता बाहर क्यों घूम रहे हैं? घटना की जांच अगर सीबीआई से करायी जाये तो असली हत्यारे का पता चल सकता है.

हालाँकि, 2 जनवरी 2024 को न्यायमूर्ति चित्तरंजन दास ने 18 दिसंबर 2023 को स्वामी लक्ष्मणानंद की हत्या की सीबीआई जांच के लिए इं देबाशिष होता उच्च न्यायालय में एक मामले की सुनवाई की। इं देबाशिष होता  की दलीलें सुनने के बाद उन्होंने राज्य सरकार को 5 मार्च 2024 तक यह तथ्य पेश करने का निर्देश दिया कि स्वामीजी की हत्या की सीबीआई जांच क्यों नहीं करायी जानी चाहिए.

ସ୍ଵାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ସିବିଆଇ ତଦନ୍ତ ଦାବିରେ ଭୁବନେଶ୍ବର ଡାକରା
ଭୁବନେଶ୍ୱର,୧୫।୧୨: ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ହତ୍ୟାର ସିବିଆଇ ତଦନ୍ତ ଓ ଦାରା ସିଂଙ୍କୁ କାରାଗାରରୁ ମୁକ୍ତ କରିବା ଦାବିରେ ଆସନ୍ତା ଫେବୃଆରୀ ୧ରେ ଭୁବନେଶ୍ବର ଚାଲ ଡାକରା ଦିଆଯାଇଛି।
ସୂଚନାଯୋଗ୍ୟ ଯେ, ଗତ ଅଗଷ୍ଟ ୨୪ରେ ସନାତନୀଙ୍କ ୧୨ଘଣ୍ଟା ଆନ୍ଦୋଳନ ପରେ ମୁଖ୍ୟମନ୍ତ୍ରୀ ଶେଷରେ ଇଂ. ଦେବାଶିଷ ହୋତାଙ୍କୁ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ସରକାରଙ୍କ ଦ୍ଵାରା କୌଣସି ପଦକ୍ଷେପ ନିଆଯାଇ ନଥ‌ିବାରୁ ପୁଣି ଥରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବା ପାଇଁ ଇଂ. ହୋତା ଭୁବନେଶ୍ଵର ଚାଲି ଡାକରା ଦେଇଛନ୍ତି। କେନ୍ଦୁଝର ଜିଲା ମନୋହରପୁରରେ ୧୯୯୯ ମସିହା ଗ୍ରାହାମଣ୍ଟେନ୍ସ ହତ୍ୟାର ଷଡ଼ଯନ୍ତ୍ରକାରୀ ବୋଲି ହିନ୍ଦୁ ନେତା ଦାରା ସିଂ ୨୫ ବର୍ଷ ହେବ କେନ୍ଦୁଝର କାରାଗାରରେ ସଜା କାଟୁଥିବାବେଳେ ୨୦୦୮ରେ ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ଷଡ଼ଯନ୍ତ୍ରକାରୀ କାହିଁକି ବାହାରେ ବୁଲୁଛନ୍ତି ବୋଲି ଇଂ. ହୋତା ପ୍ରଶ୍ନ କରିଛନ୍ତି । ଏହି ଘଟଣାର ସିବିଆଇ ତଦନ୍ତ ହେଲେ ପ୍ରକୃତ ହତ୍ୟାକାରୀର ସନ୍ଧାନ ମିଳିପାରିବ ବୋଲି ସେ କହିଛନ୍ତି ।
ପ୍ରକାଶ ଥାଉକି, ସ୍ଵାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାର ସିବିଆଇ ତଦନ୍ତ ପାଇଁ ଇଂ ହୋତା ଉଚ୍ଚ ନ୍ୟାୟାଳୟରେ ୨୦୨୩ ଡିସେମ୍ବର ୧୮ରେ ଏକ ମାମଲା କରିବା ପରେ ୨୦୨୪ ଜାନୁଆରୀ ୨ରେ ବିଚାରପତି ଚିତ୍ତରଞ୍ଜନ ଦାଶ ଏହାର ଶୁଣାଣି କରିଥିଲେ। ସେ ଇଂ ହୋତାଙ୍କ ଯୁକ୍ତି ଶୁଣି ସ୍ଵାମୀଜୀଙ୍କ ହତ୍ୟାର ସିବିଆଇ ତଦନ୍ତ କାହିଁକି କରା ନଯିବ ସେନେଇ ୨୦୨୪ ମାର୍ଚ୍ଚ ୫ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଥିଲେ।



 स्वामी लक्ष्मणानन्द सरस्वती

स्वामी लक्ष्मणानन्द सरस्वती हत्याकांड की होगी सीबीआई जांच

कोर्ट  ने याचिकाकर्ता से जवाब मांगा  कि स्वामी लक्ष्मणानंद सरस्वती हत्याकांड की सुनवाई हाई कोर्ट में क्यों होनी चाहिए

https://www.facebook.com/viswasambadkendraodisha/posts/pfbid0388RbZ2yAvcrgcpeQ9eMoyTe8YBY

qQWDxzXoAMKqZdyuXpZSc1yCkJxopGsfBYZ7jl

Comments

Popular posts from this blog

ମାତୃଭାଷାରେ ଶିକ୍ଷାଦାନ ଓ ସରକାରୀ କାର୍ଯ୍ୟ

ଓଡ଼ିଶାକୁ ମିଳିଲା ଜିଆଇ ଟ୍ୟାଗ୍‌